ଲଣ୍ଡନ୍‌ ଫେରନ୍ତାଙ୍କ ପାଇଁ ଏସ୍‌ଓପି ଜାରିକଲେ ସରକାର

ନିଜ ଖର୍ଚ୍ଚରେ ‘ଆର୍‌ଟିି-ପିସିଆର୍‌’ ପରୀକ୍ଷା ଏବଂ ୧୪ ଦିନିଆ କ୍ୱାରେଣ୍ଟିନ୍ ନୂଆଦିଲ୍ଲୀ: ଜାନୁଆରି ୮ ତାରିଖରୁ ଆଂଶିକଭାବେ ଇଂଲଣ୍ଡ୍‌ ଓ ଭାରତ ମଧ୍ୟରେ ପୁଣି ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଥିବା ବେଳେ ଶନିବାର ଦିନ କେନ୍ଦ୍ର ସରକାର ସମ୍ପୃକ୍ତ ବିମାନଯାତ୍ରୀମାନଙ୍କ ଲାଗି ‘ଏସ୍‌ଓପି’ ଜାରି କରିଛନ୍ତି। ଇଂଲଣ୍ଡ୍‌ରୁ ସଂକ୍ରମିତ ହେଉଥିବା ନୂତନ କୋଭିଡ୍‌-୧୯ ‘ଷ୍ଟ୍ରେନ୍‌’ ଦେଶରେ ବ୍ୟାପୁଥିବାରୁ ସରକାର ଇଂଲଣ୍ଡ୍‌କୁ ବିମାନ ଚଳାଚଳ ସଂଖ୍ୟା ସୀମିତ କରିବା ସହ … Continue reading ଲଣ୍ଡନ୍‌ ଫେରନ୍ତାଙ୍କ ପାଇଁ ଏସ୍‌ଓପି ଜାରିକଲେ ସରକାର